Browsing Tag

TRS MLA

ତେଜିଲା ଟିଆର୍‌ଏସ-ବିଜେପି ବିବାଦ: ୪ ଟିଆର୍‌ଏସ ବିଧାୟକଙ୍କୁ ଦଳ ଛାଡ଼ିବାକୁ ଯଚା ଯାଇଥିଲା ୨୫୦ କୋଟି , ୩ ଅଟକ

ନୂଆଦିଲ୍ଲୀ : ତେଲେଙ୍ଗାନା ରାଜନୀତିରେ ଘମାସାନ । ଅପରେସନ୍‌ ଲୋଟସ୍‌ ଅଭିଯୋଗ । ଦଳ ବଦଳାଇ ବିଜେପିକୁ ଆସିବା ପାଇଁ ଶାସକ ଟିଆରଏସ୍‌ର ୪ ଜଣ ବିଧାୟକଙ୍କୁ ଯଚା ଯାଇଥିଲା ୨୫୦ କୋଟି ଟଙ୍କା । ସେଥିରୁ ଜଣେ ପ୍ରମୁଖ ନେତାଙ୍କୁ ୧୦୦ କୋଟି ଟଙ୍କା ଯଚା ଯାଇଥିଲା। ଅନ୍ୟ ୩ ଜଣଙ୍କ ପାଇଁ ୫୦ କୋଟି…