Below header
Browsing Tag

truck and ambulance accident

ଟ୍ରକକୁ ପିଟିଲା ଆମ୍ବୁଲାନ୍ସ : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଯାଜପୁର(କେନ୍ୟୁଜ):ଟ୍ରକକୁ ପିଟିଲା ଆମ୍ବୁଲାନ୍ସ। ରୋଗୀ ନେଇ ଯାଉଥିବାବେଳେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ବଡଚଣା ନିକଟରେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍‌ସଟି ଟ୍ରକ ପଛ ପଟେ ପିଟି ହୋଇ ଚାପି ହୋଇ ରହିଥିଲା। ଖବର ପାଇ…

ବଲାଙ୍ଗିର-ଟିଟିଲାଗଡ଼ ରାସ୍ତା ରତନପୁର ଛକରେ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ଆମ୍ବୁଲାନ୍ସ ଡ୍ରାଇଭର ମୃତ

କଳାହାଣ୍ଡି(କେନ୍ୟୁଜ୍) : ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ଆମ୍ବୁଲାନ୍ସ ଡ୍ରାଇଭର ମୃତ। ବଲାଙ୍ଗିର-ଟିଟିଲାଗଡ଼ ରାସ୍ତା ରତନପୁର ଛକରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଧନପତି ବଗର୍ତ୍ତି। କଳାହାଣ୍ଡି ଜିଲ୍ଲାରୁ ଏକ ରୋଗୀକୁ ନେଇ ଆମ୍ବୁଲାନ୍ସଟି ବୁର୍ଲାକୁ ଯାଇଥିଲା। ସେଠାରେ…