Below header
Browsing Tag

trump

ବାଇଡେନଙ୍କ ଉପରେ ଖୁବ ବର୍ଷିଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ଶକ୍ତିଶାଳୀ ରାଷ୍ଟ୍ରପତି ରହିଲେ ବିଶ୍ୱ ନିରାପଦ ରହେ

ଋଷିଆ ୟୁକ୍ରେନ ଯୁଦ୍ଧକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା । ଟ୍ରମ୍ପ କହିଛନ୍ତି କି ସେ ଏକବିଂଶ ଶତାବ୍ଦୀର ଏକମାତ୍ର ରାଷ୍ଟ୍ରପତି ଭାବରେ ଥିଲେ । ଯେତେବେଳେ ଆମେରକାର ଜଣେ ଶକ୍ତିଶାଳୀ ରାଷ୍ଟ୍ରପତି ଥିବେ ସେତେବେଳେ ବିଶ୍ୱ ଅଧିକ ସୁରକ୍ଷିତ ରହିବ । କିନ୍ତୁ…

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ, ଆଜି ପ୍ରତିନିଧି ସଭାରେ ହୋଇପାରେ ମତଦାନ

ଆମେରିକା: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି । ତାଙ୍କୁ ପଦଚ୍ୟୁତ କରିବା ପାଇଁ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି । ସମ୍ବିଧାନର ୨୫ ତମ ସଂଶୋଧନ ବଳରେ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ସଂସଦରେ ପ୍ରସ୍ତାବ…

ଅଳ୍ପକେ ରକ୍ଷା ପାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଡ୍ରୋନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲା ବିମାନ

ଆମେରିକା: ଅଘଟଣ ହଉ ହଉ ଅଳ୍ପକେ ରକ୍ଷା ପାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆକାଶରେ ଉଡୁଥିବା ଏକ ଛୋଟ ଡ୍ରୋନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଗଲା ଟ୍ରମ୍ପଙ୍କ ବିମାନ। ଗତ ରବିବାର ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଉଦିଷ୍ଟ ଏୟାରଫୋର୍ସ ୱାନ୍‌ରେ ଥିବା ଟ୍ରମ୍ପଙ୍କ ବିମାନ କଳା…

ଉହାନ ଲାବ୍‌ରୁ ଲିକ୍‌ ହୋଇଛି କି କରୋନା ଭାଇରସ୍‌ ? ଏନେଇ ଚୀନ୍‌ ସଠିକ୍‌ ତଥ୍ୟ ରଖୁ ବୋଲି କହିଲା ଆମେରିକା

ଚୀନ୍‌: ଚୀନ୍‌ର ଉହାନ ଲାବ୍‌ରୁ ଲିକ୍‌ ହୋଇଛି କି କରୋନା ଭାଇରସ୍‌ ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆମେରିକା ସନ୍ଦେହ କରୁଛି କି, ଉହାନ ସ୍ଥିତ ଲାବ୍‌ରେ ପରୀକ୍ଷାନିରୀକ୍ଷା କଲା ବେଳେ ଏହି ଭାଇରସ୍‌ ଲିକ୍‌ ହୋଇଛି । ଏ ଦିଗରେ ଯାଞ୍ଚ କରୁଛି ଆମେରିକା । ଭାଇରସ୍‌ ବ୍ୟାପିବା ନେଇ…