ଭାଲେଣ୍ଟାଇନ୍ ସପ୍ତାହରେ ସାମ୍ନାକୁ ଆସିଲା ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ତାଲିକା, ଶୀର୍ଷରେ ରହିଲେ ତୃପ୍ତି ଡିମରି
ଆପଣମାନେ ତ ଜାଣିଥିବେ ଯେ ଏହି କିଛି ଦିନ ପୂର୍ବରୁ ଭାଲେଣ୍ଟାଇନ୍ସ ସପ୍ତାହ ସମସ୍ତେ ପାଳନ କରିଛନ୍ତି । ତେବେ ଏହା ମଧ୍ୟରେ ଭାରତୀୟ ଲୋକପ୍ରିୟ ସେଲିବ୍ରିଟିଙ୍କର ଏକ ଲିଷ୍ଟ ମଧ୍ୟ ସାମ୍ନାକୁ ଆସିଛି । ଏହା ମଧ୍ୟରେ IMDb ର ଏହି ତାଲିକା ସାମ୍ନାକୁ ଆସିଛି । ଯେଉଥିରେ ତୃପ୍ତି ଡିମରି ପ୍ରଥମ…