ଭୁବନେଶ୍ବର: ଆପାର୍ଟମେଣ୍ଟ ସୋସାଇଟିର ଅଜବ ନିୟମ, ଲିଫ୍ଟରେ କୁକୁର ନେବାରୁ ଅଧ୍ୟକ୍ଷ ଓ କୋଷାଧ୍ୟକ୍ଷଙ୍କ ଦୁର୍ବ୍ୟବହାର
କେନ୍ୟୁଜ୍(ବ୍ୟୁରୋ): କୁକୁର ପାଇଁ କଳି। ଆପାର୍ଟମେଣ୍ଟ ଲିଫ୍ଟରେ କୁକୁର ନେବାକୁ ନେଇ ଉତ୍ତେଜନା। କୁକୁର ନେଉଥିବା ପରିବାର ସଦସ୍ୟଙ୍କୁ ସୋସାଇଟି ଅଧ୍ୟକ୍ଷ ଓ କୋଷାଧ୍ୟକ୍ଷଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ। ଭୁବନେଶ୍ୱର ଝାରପଡ଼ାର ବାଲାଜୀ ଆପାର୍ଟମେଣ୍ଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ…