Below header
Browsing Tag

twin death

ବାପା ମାଆଙ୍କୁ ଏକା କରି ଚାଲି ଗଲେ ଚବିଶି ବର୍ଷର ଦୁଇ ଯାଆଁଳା ଭାଇ

ବୋଧହୁଏ କରୋନା ଥିବା ଯାଏ ଆମେ ଦେଖି ଚାଲିଥିବା ଅନେକ ଅଭାବନୀୟ ଦୃଶ୍ୟ । ଶୁଣି ଚାଲିଥିବା ହୃଦୟବିଦାରକ କଥା । ଯେତେ ମନକୁ ବୁଝାଇ ଡରିବାନି ଭାବିଲେ ବି ଆମ ଚାରି ପାଖରେ ଘଟୁଥିବା ଘଟଣା ଆମକୁ ଡରାଇ ଚାଲିଛି । ଜୀବନର ବାସ୍ତବତା ହେଉଛି ମୃତ୍ୟୁ । ଏକଥା ଶତପ୍ରତିଶତ ସତ । ହେଲେ ଅକାଳ ମୃତ୍ୟୁକୁ…