ଟ୍ରେନରେ ଟୁଇନ୍ସ, ସହାୟତା ପ୍ରଦାନ କଲେ ଫାର୍ମାସିଷ୍ଟ
କଟକ: ଟ୍ରେନରେ ଟୁଇନ୍ସ । ଟ୍ରେନ ଯାତ୍ରା ବେଳେ ଜନ୍ମ ନେଲେ ଯାଆଁଳା ଶିଶୁ । ରାଉରକେଲା - ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ ଗର୍ଭବତୀ ମହିଳା । କଟକ ରେଳ ଷ୍ଟେସନ ଠାରେ ଟ୍ରେନ ଭିତରେ ପ୍ରଥମ ଶିଶୁ ଜନ୍ମ ନେଇଥିଲା । ପରେ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବା ବେଳେ ଆଉ ଏକ ଶିଶୁ…