Below header
Browsing Tag

two arrested for smuggling

ଲକଡାଉନରେ ଭୁବନେଶ୍ବରରେ ଜମୁଛି ଚୋରା ମଦ ବ୍ୟବସାୟ, କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନା ଜବତ କଲା ୩୨ ଲିଟର ମଦ, ୨…

କେନ୍ୟୁଜ୍ (ବ୍ୟୁରୋ): ଲକଡାଉନରେ ବେଶ୍ ଜମୁଛି ଚୋରା ମଦ ବ୍ୟବସାୟ। ସକ୍ରୀୟ ହୋଇ ଉଠିଛନ୍ତି  କିଛି ଚୋରା ମଦ ବେପାରୀ। ଗତକାଲି କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନାର ଅଧିକାରୀ  ମିଳତ ଭାବେ  ଚଢାଉ କରି ୪୮ ବୋତଲ  ବିୟର, ୨ ବୋତଲ  ହ୍ବିସ୍କି,(ମୋଟ ୩୨.୭ ଲିଟର) ଓ ନଗଦ…

ଯାଜପୁର ପୋଲିସ ଦ୍ୱାରା ଦୁଇ ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ

ଯାଜପୁର ଟାଉନ: ବ୍ରାଉନ ସୁଗାର କାରବାର କରୁଥିବା ବେଳେ ଧରାପଡିଲେ ଦୁଇ ବ୍ୟବସାୟୀ। ଯାଜପୁର ଥାନା ଆର ଏମ ସି ମାର୍କେଟ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇ ବ୍ୟବସାୟୀ ପୋଲିସ ହାବୁଡ଼ରେ ଧରା ପଡିଥିଲା। ଗିରଫ ଅଭିଯୁକ୍ତ ହେଲେ…