Below header
Browsing Tag

two children died

ମାଲକାନଗିରି: ଗାଁ ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ମାଲକାନଗିରି(କେ ନ୍ୟୁଜ): ଗାଁ ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ଭଳି ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମର ଦେବା ମାଡକାମିର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ ଉଭୟ ଖେଳୁଥିବା ବେଳେ ଘର…

ଉତ୍ତରପ୍ରଦେଶ ମୁରଦାବାଦରେ ଅଭାବନୀୟ ଘଟଣା, କାରରେ ଶ୍ବାସରୁଦ୍ଧ ହୋଇ ୨ ଶିଶୁ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁରଦାବାଦରେ ଅଭାବନୀୟ ଘଟଣା। ଖେଳୁଥିବା ବେଳେ ଘଟିଲା ଅଘଟଣ । ହଠାତ୍ ୪ଜଣ ଶିଶୁ କାରରେ ନିଜକୁ ବନ୍ଦ କରିଦେଇଥିଲେ। ଯାହାର କୌଣସି ବି ସୁରାକ୍ ପାଇପାରିନଥିଲେ ପରିବାର ଲୋକେ। ତେବେ ଦୀର୍ଘ ସମୟ ଧରି ଶିଶୁ ମାନେ ଘରକୁ ନଫେରିବାରୁ ପରିବାର ଲୋକେ ବହୁତ…