Below header

ଉତ୍ତରପ୍ରଦେଶ ମୁରଦାବାଦରେ ଅଭାବନୀୟ ଘଟଣା, କାରରେ ଶ୍ବାସରୁଦ୍ଧ ହୋଇ ୨ ଶିଶୁ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁରଦାବାଦରେ ଅଭାବନୀୟ ଘଟଣା। ଖେଳୁଥିବା ବେଳେ ଘଟିଲା ଅଘଟଣ । ହଠାତ୍ ୪ଜଣ ଶିଶୁ କାରରେ ନିଜକୁ ବନ୍ଦ କରିଦେଇଥିଲେ। ଯାହାର କୌଣସି ବି ସୁରାକ୍ ପାଇପାରିନଥିଲେ ପରିବାର ଲୋକେ।

ତେବେ ଦୀର୍ଘ ସମୟ ଧରି ଶିଶୁ ମାନେ ଘରକୁ ନଫେରିବାରୁ ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ । ଖବର ମିଳିବା ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.