Below header
Browsing Tag

two sisters died

ଗାଧୋଉଥିବା ବେଳେ ଘଟିଗଲା ଅଘଟଣ, ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୨ ସଂପର୍କୀୟ ଭଉଣୀ

ବାସୁଦେବପୁର(କେ ନ୍ୟୁଜ): ଗାଧୋଉଥିବା ବେଳେ ଘଟିଗଲା ଅଘଟଣ । ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୨ ସଂପର୍କୀୟ ଭଉଣୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣିଡିହ ପଞ୍ଚାୟତରେ ଘଟିଛି ଏଭଳି ଅଘଟଣ। ବ୍ରଜାନନ୍ଦପୁର ଗାଁର ଦୁଇ ନାବାଳିକା ସଂପର୍କୀୟ ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗୋଡ଼…