Below header
Browsing Tag

TWO TERRORISTS ARRESTED

ଉତ୍ତର ପ୍ରଦେଶ ଶାହାରନପୁରରୁ ଧରାପଡ଼ିଲେ ଦୁଇ ଆତଙ୍କବାଦୀ, ଜୈସ-ମହମ୍ମଦ ଗ୍ରୁପ୍‌ର ଗ୍ରେନେଡ୍‌ ଏକ୍ସପର୍ଟ

ଲକ୍ଷ୍ନୌ : ଧରାପଡ଼ିଲେ ଦୁଇ ଜଣ ଆତଙ୍କବାଦୀ । ଉତ୍ତର ପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କ୍ଵାର୍ଡ଼ ୧୨ ଜଣ ଧରାପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ବୋଲି ସନ୍ଦେହ କରାଯାଉଛି । ଏମାନେ ସଂଗଠନ ପାଇଁ ସଦସ୍ୟ ଓ ଅର୍ଥ ଆଦି ସଂଗ୍ରହ କରୁଥିଲେ ବୋଲି ସୂଚନା ମିଳିଛି । ଏ…