Browsing Tag

Type of asana

କାର୍ଯ୍ଯସିଦ୍ଧି ପାଇଁ ଉଚିତ ଆସନରେ ବସି କରନ୍ତୁ ପୂଜା, ଜାଣନ୍ତୁ ଏହାସହିତ ଜଡିତ ଜରୁରୀ ନିୟମ

ଈଶ୍ବରଙ୍କ ପୂଜା କରିବା ପାଇଁ ଅନେକ ନୀତି ନିୟମର ପାଳନ କରାଯାଏ। ଯେପରି ପ୍ରତ୍ଯେକ ଦେବାଦେବୀଙ୍କୁ ଅଲଗା ଅଲଗା ଫୁଲ, ପ୍ରସାଦ ଏବଂ ମନ୍ତ୍ର ଆଦି ପ୍ରୟୋଗ କରାଯାଏ। ଠିକ୍ ସେହିପରି କିଛି ଈଶ୍ବରୀୟ ସାଧନାକୁ ସଫଳ କରିବା ପାଇଁ ହେଲେ ଅଲଗା ଅଲଗା ପ୍ରକାର ଆସନ ଉପରେ ବସି ପୂଜା କରିବାର ବିଧାନ…