Below header
Browsing Tag

under water post office

ଏମିତି ଏକ ଦେଶ ଯେଉଁଠି ସମୁଦ୍ର ତଳେ ରହିଛି ପୋଷ୍ଟ ଅଫିସ, ଆଉ ସେଠାରେ କେବଳ ସମୁଦ୍ର ବୁଡାଳି ହିଁ ପକାଇପାରନ୍ତି ଚିଠି

୧୮୭୪ ଅକ୍ଟୋବର ୯ ତାରିଖରେ ୟୁନିଭରସାଲ ପୋଷ୍ଟାଲ ୟୁନିଅନ ବନାଇବା ପାଇଁ ବିଶ୍ବର ୨୨ଟି ଦେଶ ନିଜର ସହମତି ଦେଇଥିଲେ। ୧୯୬୯ ମସିହାରେ ଜାପାନର ଟୋକିଓରେ ଏକ ଆୟୋଜନରେ ଅକ୍ଟୋବର ୯ ତାରିଖକୁ ବିଶ୍ବ ଡାକ ଦିବସ ପାଳନ କରାଯିବାର ଫଇସଲା କରାଯାଇଥିଲା। ଯାହାର ଉଦ୍ଦେଶ ଥିଲା କି, ନାଗରିକଙ୍କୁ ଡାକ…