Below header
Browsing Tag

union budget

୧ ଫେବୃଆରୀରେ ଏହି ସମୟରେ ହେବ ବଜେଟ ଉପସ୍ଥାପନ, ଜାଣନ୍ତୁ ବଜେଟ ଘୋଷଣାର ଲାଟେଷ୍ଟ ଅପଡେଟ

କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଆସନ୍ତା କାଲି ମାନେ ୧ ଫେବୃଆରୀ ୨୦୨୨ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିବେ। ମହାମାରୀକୁ ନେଇ ଏଥର ଅର୍ଥବ୍ୟବସ୍ଥା ମଧ୍ୟରେ ୟୁନିୟନ ବଜେଟ ଉପରେ ରହିଛି ସମସ୍ତଙ୍କ ନଜର। ସବୁ ସେକ୍ଟରର ଲୋକ ଏହି ବଜେଟ ଉପରେ ଆଶା…

କେନ୍ଦ୍ର ବଜେଟ: କିଛି ନିଷ୍ପତ୍ତିକୁ ସ୍ୱାଗତ ଓ କିଛି ନିଷ୍ପତ୍ତିକୁ ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ…

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଟିକାକରଣ ପାଇଁ ଅର୍ଥ ବ୍ୟୟବରାଦ, କ୍ୟାପିଟାଲ ଇନଭେଷ୍ଟମେଣ୍ଟ ଗୁରୁତ୍ୱ ଆଦିକୁ ସ୍ୱାଗତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଉ କିଛି ନିଷ୍ପତ୍ତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।…

ରେଳ ବଜେଟ୍‌ରେ ଓଡ଼ିଶାକୁ ଝଟ୍‌କା, ଗତ ବର୍ଷ ତୁଳନାରେ ଓଡିଶାକୁ କମ ଅନୁଦାନ ଦେଲା କେନ୍ଦ୍ର

କେନ୍ୟୁଜ୍(ବ୍ୟୁରୋ): ଏଥର ରେଳ ବଜେଟ୍‌ରେ ଓଡ଼ିଶାକୁ ଝଟ୍‌କା ଲାଗିଛି। ୧୬୨୦ କୋଟି ଟଙ୍କାର ଝଟ୍‌କା ଲାଗିଛି। ରେଳ ବଜେଟ୍‌ରେ ଏଥର ଓଡ଼ିଶା ପାଇଁ ୪ ହଜାର ୩୭୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୧୬୨୦ କୋଟି ଟଙ୍କା କମ୍‌। ଗତ ଆର୍ଥିକ ବର୍ଷରେ ୫୯୯୩ କୋଟି…

କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ମିଳିବ କ’ଣ?, ନଜର ପକାନ୍ତୁ ରାଜ୍ୟର ଦାବି ଉପରେ

ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ ୟୁନିୟନ୍‌ ବଜେଟ୍‌ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପୁଣି ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନା କରିବାକୁ ଯାଉଛନ୍ତି । କେନ୍ଦ୍ର ବଜେଟରେ ଏଥର ସରକାର କେଉଁ କେଉଁ ଦିଗକୁ ଫୋକସ କରିବେ ତାହାକୁ ଏବେ…

ପ୍ରଥମେ ସଂଧ୍ୟା ୫ ଟାରେ ହେଉଥିଲା ବଜେଟ୍ ଉପସ୍ଥାପନ, କିନ୍ତୁ ଏବେ କାହିଁକି ବଦଳିଯାଇଛି ସମୟ ?

ଆସନ୍ତାକାଲି କେନ୍ଦ୍ର ସରକାର ଉପସ୍ଥାପନ କରିବେ ପୂର୍ଣ୍ଣାଙ୍ଗ ବଜେଟ୍ । ସେଥିପାଇଁ ପୁରା ଦମରେ ଲାଗିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ଆଶା । ତେବେ ଭାରତରେ ବଜେଟକୁ ନେଇ ଅନେକ ପରମ୍ପରା ରହିଛି । ହେଲେ ବଦଳୁଥିବା ସମୟ ସହ ବଜେଟର ତରିକା…