Browsing Tag

UU. Lalit

ଆଜି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବରେ ଶପଥ ନେବେ ଜଷ୍ଟିସ ୟୁ. ୟୁ. ଲଳିତ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବରେ ଶପଥ ନେବେ ଜଷ୍ଟିସ ୟୁ. ୟୁ. ଲଳିତ । ସେ ହେବେ ଦେଶର ୪୯ତମ ପ୍ରଧାନ ବିଚାରପତି । ସେ ୭୪ ଦିନ ପାଇଁ ପ୍ରଧାନ ବିଚାରପତି ରହିବେ । ନଭେମ୍ବର ୮ ତାରିଖରେ ସେ ଅବସର ନେବେ । ଗତକାଲି ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି.…