Browsing Tag

v.rabinarayan raju

ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା ଭି.ରବିନାରାୟଣ ରାଜୁ

ଭୁବନେଶ୍ବର: ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା ଭି. ରବିନାରାୟଣ ରାଜୁ। ତାଙ୍କ ସହ ଦିଗପହଣ୍ଡିର ୫ଶହ କଂଗ୍ରେସ କର୍ମୀ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ରବି ନାରାୟଣ ରାଜୁ। ନବୀନଙ୍କ ଆଦର୍ଶ ଓ ଦଳର ବିକାଶ…