Browsing Tag

vamika first picture

ଫ୍ୟାନ୍ସଙ୍କ ପ୍ରତୀକ୍ଷାର ଅନ୍ତ, ତୃତୀୟ ଦିନିକିଆରେ ଦେଖିବାକୁ ମିଳିଲା ବିରୁଷ୍କାଙ୍କ ଝିଅ ଭାମିକାଙ୍କ ଚେହେରା

ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି। ଟିମ୍‌ ଇଣ୍ଡିଆ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହି ମ୍ୟାଚ ସମୟରେ ଟିଭି ସ୍କ୍ରିନରେ ଯାହା ଦେଖିବାକୁ ମିଳିଥିଲା, ଯାହାକୁ ଫ୍ୟାନ୍ସ ବହୁତ ପ୍ରତୀକ୍ଷା କରିଥିଲେ। ଆଜିର ମ୍ୟାଚ ଚାଲିଥିବା…