Browsing Tag

vechicle

ୟୁରିନରେ ଚାଲିବ ଟ୍ରାକ୍ଟର ! ପେଟ୍ରୋଲ ଡିଜେଲର ବିକଳ୍ପ ହେବ କି ୟୁରିନ…ଚାଲିଛି ଗବେଷଣା

ପେଟ୍ରୋଲ ଡିଜେଲ ରେଟ ଆକାଶ ଛୁଆଁ ହେଲାଣି । ଆଉ ଏହି ଦର ସମସ୍ତଙ୍କୁ ଘାଇଲା କରୁଛି । ଘରୁ ବାହାରକୁ ବାହାରିଲେ ଗାଡି ଉପରେ ସମସ୍ତେ ନିର୍ଭରଶୀଳ । କିନ୍ତୁ ଯେତେବେଳେ ଦର ବଢି ବଢି ଚାଲେ ତେବେ ସେହି ହିସାବରେ ଗାଡି ଘରୁ ବାହାରିବା ବି କମିଯାଏ । ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।…