ବିନା ଗ୍ୟାସ ଜଳାଇ ଚଟାପଟ ବନାନ୍ତୁ ଏହି ରେସପୀ, ‘ଭେଜ ମାୟୋନିଜ ସ୍ୟାଣ୍ଡଓ୍ଵିଚ୍’
ପ୍ରତିଦିନ ଏପରି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖି ହେଉନାହିଁ। ପ୍ରତିଦିନ କ’ଣ ଜଳଖିଆ ଖାଇବେ କି ପିଲାମାନଙ୍କୁ ବନାଇକି ଦେବେ ତାହା ମଧ୍ୟ ଆପଣଙ୍କ ଚିନ୍ତାର କାରଣ ହୋଇଥାଏ। ପିଲାମାନଙ୍କୁ ଖାଇବା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥିବା…