Browsing Tag

venezuelans

ମାତ୍ର ୫ଟି ଟମାଟୋର ମୂଲ୍ୟ ୫ ଲକ୍ଷ, ଯେଉଁଠି ମହଙ୍ଗା ଦର ଭାଙ୍ଗିଦେଉଛି ଲୋକଙ୍କ ଅଣ୍ଟା

ଭାରତରେ ପିଆଜ ମୂଲ୍ୟ ୨୦୦ ଟଙ୍କାରେ ପହଞ୍ଚିଲାଣି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ହାହାକାର ପଡିଯାଇଛି। କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ ମାତ୍ର ୫ଟି ଟମାଟୋ କିଣିବା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପଡେ। ଏହା ଶୁଣି ଆପଣଙ୍କ ହୋସ୍ ହୁଏତ ଉଡିଯାଇପାରେ। କିନ୍ତୁ ଏଭଳି ସ୍ଥିତି…