Browsing Tag

VHP PRESS MEET

‘ବିଜେପି ମୋହନ ଯେନାଙ୍କୁ ପ୍ରାର୍ଥୀ କଲେ ତୀବ୍ର ବିରୋଧ ହେବ’

ଯାଜପୁର ଟାଉନ (କେ ନ୍ୟୁଜ୍‌) : ବିଜେପି ପକ୍ଷରୁ ହିନ୍ଦୁତ୍ବ ବିଚାରଧାରା ବିରୋଧୀଙ୍କୁ ପ୍ରାର୍ଥୀ କରାଗଲେ ତୀବ୍ର ବିରୋଧ କରାଯିବ। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଂଗ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଗତକାଲି ଯାଜପୁରର ପୂର୍ବତନ ସାଂସଦ ମୋହନ ଯେନା ବିଜେଡି ଛାଡି…