ପର୍ଯ୍ୟଟକଙ୍କ ବିଶ୍ୱାସ ଭାଙ୍ଗି ଦେଲା ହୋଟେଲ କର୍ମଚାରୀ, ମହିଳା ଯାତ୍ରୀଙ୍କ ଗାଧୁଆ ଭିଡିଓ କରୁଥିବା ବେଳେ ଧରାପଡ଼ିଲା
ପୁରୀ (କେନ୍ୟୁଜ୍) : ମହିଳା ପର୍ଯ୍ୟଟକ ହୋଟେଲ ବାଥରୁମରେ ଗାଧୋଉଥିବା ସମୟର ଚିତ୍ର ମୋବାଇଲରେ ଉଠାଇ ବିବାଦରେ ଫସିଛନ୍ତି ହୋଟେଲ କର୍ମଚାରୀ । ଏଭଳି ଘଟଣା ଘଟିଛି ପୁରୀକୁ ଆସିଥିବା ଜଣେ ମହିଳା ଯାତ୍ରୀଙ୍କ ସହ ।
ରବିବାର ଦିନ ସମୁଦ୍ର କୂଳ ଥାନା ଅଂଚଳର ହରିହର ଛକ ନିକଟ ହୋଟେଲ ଡି.କେରେ ଏହି…