Below header
Browsing Tag

villagers face problem

କଟକ ଜନାର୍ଦ୍ଦନପୁର କେଉଟିଲି ଗାଁରେ ଜଳବନ୍ଦୀରେ ୮ ପରିବାର, ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବାକୁ…

ମାହାଙ୍ଗା: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର କେଉଟିଲି ଗାଁ। ଏହି ଗାଁରେ ଜଳବନ୍ଦୀ ହୋଇ ରହିଛନ୍ତି ୮ ପରିବାର।  ଚିତ୍ରୋତୋଳା ଦକ୍ଷିଣ ପାର୍ଶ୍ୱର ମୁଖ୍ୟ କେନାଲରୁ ଶାଖା କାଡା ନାଳିକୁ ଚାଷୀ ସେମାନଙ୍କ ବିଲକୁ ପାଣି ନେଉଛନ୍ତି। ମାତ୍ର ଏହି ପାଣି ବିଲକୁ ଯିବା ପରିବର୍ତ୍ତେ…

ସର୍ବନିମ୍ନ ସୁବିଧା ଏଠି ସାତସପନ, ଭଗବାନ ହିଁ ଭରସା ଏହି ଗ୍ରାମର ଲୋକଙ୍କୁ

ରାୟଗଡା : ଆମ ଦେଶ ସ୍ବାଧିନ ହେବାର ବିତିଯାଇଛି ୭୩ ବର୍ଷ  । କିନ୍ତୁ ଏବେ ବି ପ୍ରଶାସନ ଆଢୁଆଳରେ ରହିଛି ଅନେକ ଇଲାକା । ଯେଉଁଠି ଲୋକମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ବି ପାଲଟିଛି ସାତସପନ। ନାହିଁ ନାହିଁରେ ରହିଛି ଅନେକ ଅନୁନ୍ନତ ଅଞ୍ଚଳ । ଯେଉଁଠି ଲୋକେ ଖାଇବା ପିଇବା ପାଣି ମଧ୍ୟ ପାଇ…

ବନ୍ୟା ଉଜାଡି ଦେଇଛି କୁମ୍ଭାରଗୁଡା ଗାଁ ଲୋକଙ୍କ ଭାଗ୍ୟ , ଶୀତ କାକରରେ ଝୁମ୍ପୁଡି ଘରେ ରହୁଛନ୍ତି ଲୋକେ

ରାୟଗଡା(କେନ୍ୟୁଜ୍) : ରାୟଗଡା କଲ୍ୟାଣସିଂହପୁର ବ୍ଲକ୍‌ କୁମ୍ଭାରଗୁଡା ଗାଁଲୋକଙ୍କ ଦୂର ହେଉନି ଦୁଃଖ । ନାଗାବଳୀ ଓ କଲ୍ୟାଣ ନଦୀର ବନ୍ୟାକୁ ଦେଢ଼ବର୍ଷ ପୂରିଲାଣି । ହେଲେ ଏବେ ବି ଗାଁଲୋକଙ୍କ ଦୁର୍ଦ୍ଦଶା କମିନି । ପାଲ ଟଣା ଝୁମ୍ପୁଡି ଘରେ ରାତି ବିତାଉଛନ୍ତି ଲୋକେ । ସରକାରୀ ସହାୟତା ବାବଦକୁ…