Browsing Tag

viral video of bathing

ଗାଧୋଇବା ବେଳେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଅଦ୍ଭୁତ ବ୍ୟବସ୍ଥା, ଦେଖିଲେ ନ ହସି ରହିପାରିବେନି, ଭାଇରାଲ ଭିଡିଓ

ଶୀତ ଦିନେ ଗାଧୋଇବା କଥା ଭାବିଲେ ଦେହ ଶିତେଇ ଯାଏ । ଖରାଦିନେ ଗାଧୋଇବା ଯେତେ ମଜାଦାର,ଥଣ୍ଡାରେ ଗାଧୋଇବା ସେତେ କଷ୍ଟକର । କେହି କେହି ତ ଥଣ୍ଡାରେ ଦୁଇ ତିନି ଦିନ ନ ଗାଧୋଇ ବି ରହିଯାଆନ୍ତି । ଗାଧୁଆ ଘରେ ଗାଧୋଇବା ତ ସହଜ ହୋଇପାରେ । ହେଲେ ନଦୀ କିମ୍ବା ପୋଖରୀରେ ଗାଧୋଇବା କଥା ପୁରା ଭିନ୍ନ…