Below header
Browsing Tag

virushka become parent

ବିରାଟଙ୍କ ଘରକୁ ଆସିଲା କୁନି ପରୀ, ଉଭୟ କ୍ରୀଡ଼ା ଓ ବଲିଉଡ୍‌ ଜଗତରୁ ଛୁଟୁଛି ଶୁଭେଚ୍ଛାର ସୁଅ

ବିରାଟ କୋହଲିଙ୍କ ଘରକୁ ଆସିଛି କୁନି ପରୀ। ଆଜି ଅପରାହ୍ନରେ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବାପା ହେବା ଖବର ବିରାଟ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ଏହି ଖବର ଦେବା ବେଳେ ବହୁତ ଖୁସି ଥିବା ଜଣାପଡ଼ୁଛି। ଝିଅ ଜନ୍ମ ହେବା ଖୁସି ଖବର ଦେବା ସହ ବିରାଟ ଟିକେ…

ବାପା ହେବେ ବିରାଟ, ସୋସିଆଲ ମିଡିଆରେ ସୂଚନା ଦେଲେ ପତ୍ନୀ ଅନୁଷ୍କା ଶର୍ମା

ମା ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା, ଖୁବ ଶୀଘ୍ର ବାପା ହେବେ ବିରାଟ କୋହଲି । ଉଭୟ ଏହି ଖୁସି ଖବରକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି "ଏବେ ଆମେ ଦୁହେଁ ତିନି ହେବାକୁ ଯାଉଛୁ । ଜାନୁଆରୀ 2021 ରେ ଛୋଟ ଅତିଥି…