Below header
Browsing Tag

vitara kanika reopens

ଅଗଷ୍ଟ ୫ରୁ ଖୋଲିବ ଭିତରକନିକା, କେବଳ ଡେ ଭିଜିଟରସଙ୍କୁ ଭ୍ରମଣ ଅନୁମତି

କେନ୍ଯୁଜ (ବ୍ଯୁରୋ): ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ଅଗଷ୍ଟ ୫ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ହେଲା ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। କେବଳ ଡେ ଭିଜିଟରସ୍‌ ଭିତରକନିକା ଭ୍ରମଣ କରିପାରିବେ। କିନ୍ତୁ ରାତ୍ରଯାପନ ପାଇଁ ଅନୁମତି ଦିଆଯାଇନାହିଁ।…