Browsing Tag

vivan bhatena

‘ରାମଯୁଗ’ର ଟ୍ରେଲର ଲଞ୍ଚ, ହନୁମାନଙ୍କ ଭୂମିକାରେ ନଜର ଆସିବେ ଅଭିନେତା ବିବାନ ଭଟେନା

ନିର୍ଦ୍ଦେଶକ କୁନାଲ କୋହଲି ‘ରାମାୟଣ’ର କାହାଣୀକୁ ନିଜ ଶୈଳୀରେ ନେଇ ଆସୁଛନ୍ତି। ନିକଟରେ Mx Player ରେ ୱେବ ସିରିଜ ‘ରାମଯୁଗ’ର ଟ୍ରେଲର ସାମ୍ନାକୁ ଆସିଛି। ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟଆସିଛି। ଏଥର ରାମକଥା ପୂର୍ବଭଳି ସମାନ କିନ୍ତୁ ଅନ୍ଦାଜ ଟିକେ ଅଲଗା। ଏହି ୱେବ ଶୋ ୬ ମଇରୁ…