Browsing Tag

volvo bus

ପବନରେ ଝୁଲିଲା ଭଲଭୋ ବସ୍, ଯାତ୍ରୀଙ୍କ ଛାତିରେ ଅଟକିଲା ଜୀବନ

ହିମାଚଂଳ ପ୍ରଦେଶର ଉନା ଜିଲ୍ଲା ମୁବାରକପୁର ରୋଡରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଛନ୍ତି ବସଯାତ୍ରୀ। ଏଠାରେ ଏକ ଭୋଲଭୋ ବସ ରାସ୍ତା କଡ଼ରେ ଥିବା ପେରାପିଟକୁ ଭାଙ୍ଗି ପବନରେ ଝୁଲନ୍ତା ଅବସ୍ଥାରେ ରହିଯାଇଥିଲା। ଯଦି ବସଟି ଖସିଥାନ୍ତି ତେବେ ତାହା ସେଠାରେ ନବ ନିର୍ମିତ ସ୍କୁଲ ଉପରେ…