Browsing Tag

voted

ଭୋଟ୍ ଦେଲେ ନବୀନ ପଟ୍ଟନାୟକ, କହିଲେ ବିଜେଡିର ହେବ ବଡ ବିଜୟ

ଭୁବନେଶ୍ୱର (କେନ୍ୟୁଜ): ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ । ଭୋଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  ଏରୋଡ୍ରମ କଲୋନୀ ୟୁପି ସ୍କୁଲରେ ମତ ସାବ୍ୟସ୍ତ କଲେ ନବୀନ ପଟ୍ଟନାୟକ ।  ମତଦାନ ପରେ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ନିର୍ବାଚନରେ ଇତିହାସ ରଚିବ ବିଜେଡି । ଜଗନ୍ନାଥଙ୍କ ଆର୍ଶୀବାଦରୁ…