Below header
Browsing Tag

wall collapse

ଅନୁଗୁଳ ହେଲେଇ ଗାଁରେ ଭୁଶୁଡ଼ି ପଡ଼ିଲା କାନ୍ଥ, ଶିଶୁ ମୃତ ଓ ତିନି ଆହତ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଆଠମଲ୍ଲିକ ବ୍ଲକ ହେଲେଇ ଗାଁରେ କାନ୍ଥ ପଡ଼ି ଶିଶୁର ମୃତ୍ୟୁ । ଗତକାଲି ରାତିରେ ସୁଶୀଲ ହାତୀଙ୍କ ପରିବାରର ୫ ଜଣ ଶୋଇଥିଲେ । କାନ୍ଥ ଭୁଶୁଡ଼ି ପଡ଼ିବାରୁ ତିନି ଜଣ ଆହତ ହୋଇଥିଲେ । ସେମାନଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ଶିଶୁ…

ରାୟଗଡ଼ା: ଲଗାଣ ବର୍ଷାରେ ଭୁଶୁଡିଲା ଅର୍ଦ୍ଧନିର୍ମିତ ଇନ୍ଦିରା ଆବାସ ଗୃହ, ଜଣେ ମୃତ

ରାୟଗଡ଼ା(କେନ୍ୟୁଜ୍) : ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ। କାନ୍ଥ ଭୁଶୁଡ଼ି ରାୟଗଡ଼ା ଜିଲ୍ଳା କାଶିପୁର ବ୍ଲକ ପଣସଗୁଡା ଗାଁରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ସମ୍ବାରୁ ମାଝୀ। ସ୍ୱାମୀ ବୁଦୁଲି ମାଝୀ ଓ ପୁଅ ନିରଞ୍ଜନ ମାଝୀଙ୍କୁ ଗୁରୁତର ଅବସ୍ଥାରେ କାଶୀପୁର ଗୋଷ୍ଠୀ…

ଗଞ୍ଜାମ: ପୁରୁଷୋତ୍ତମପୁରରେ ଅଭାବନୀୟ ଘଟଣା, କାନ୍ଥ ପଡ଼ି ଷଷ୍ଠ ଶ୍ରେଣୀ ଛାତ୍ର ମୃତ

ଗଞ୍ଜାମ (କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଆଙ୍ଗୁ ଗାଁରେ ଘଟିଛି ଏକ ଅଭାବନୀୟ  ଘଟଣା । ଗାଁରେ ଥିବା ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ଫଳକ କାନ୍ଥ ପଡ଼ି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି।  ମୃତ ଛାତ୍ର ଜଣକ ହେଲେ ଶ୍ୟାମସୁନ୍ଦର…

ଭଦ୍ରକ, ରୋଷେଇ କଲାବେଳେ କାନ୍ଥ ପଡ଼ି ମହିଳା ମୃତ

ଭଦ୍ରକ (କେନ୍ୟୁଜ୍) : ଚାନ୍ଦବାଲି ବ୍ଲକ କସ୍ତୁରିକଣ ଗାଁରେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ । ମୃତକ ହେଲେ ଏହି ଗାଁର ସିତା ବେହେରା । ବୃଦ୍ଧା ଜଣକ ରୋଷେଇ କରୁଥିବା ବେଳେ ତାଙ୍କ ଉପରେ ହଠାତ ମାଟି କାନ୍ଥ ଭୁଶୁଡି ପଡିଥିଲା । ବୃଦ୍ଧାଙ୍କ ପାଟିଶୁଣି ଗାଁ ଲୋକେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ…

ଘଟଗାଁ : କାନ୍ଥ ଭୁଶୁଡି ୨ ଶିଶୁ ମୃତ, ଅଳ୍ପକେ ବର୍ତ୍ତିଲେ ମା’ ଓ ଝିଅ

ଘଟଗାଁ (କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମରେ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଘରର କାନ୍ଥପଡି ଗ୍ରାମର ଜଗାମୁଣ୍ଡାଙ୍କ ୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ୩ ବର୍ଷର ଝିଅ ଗୁରୁତର ଆହତ ହୋଇ ଘଟଗାଁ ସ୍ବାସ୍ଥ୍ଯ କେନ୍ଦ୍ରରେ…

କାନ୍ଥ ଭୁଶୁଡି ସ୍ୱାମୀ ମୃତ, ସ୍ତ୍ରୀ ଆହତ

କେନ୍ଦୁଝର : ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଉସାହିରେ ଅଘଟଣ। ବିଳମ୍ବିତ ରାତିରେ କାନ୍ଥ ପଡ଼ି ଜଣେ ମୃତ, ଜଣେ ଆହତ । ସ୍ୱାମୀ ଓ ସ୍ତ୍ରୀ ଘରେ ଶୋଇଥିବାବେଳେ କାନ୍ଥ ପଡିଯାଇଥିଲା। ଫଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଆହତ ହୋଇଛନ୍ତି । ମୃତ ସ୍ୱାମୀ ହେଲେ ଭାସ୍କର…

ଅକାଳରେ ଚାଲିଗଲା ଜୀବନ, କାନ୍ଥ ଭୁଶୁଡ଼ି ଦୁଇ ଭଉଣୀ ମୃତ

ରାଉରକେଲା : ରାତିରେ ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା କାନ୍ଥ। ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଘଟଣା ଘଟିଛି ରାଉରକେଲା ମାଲଗୋଦାମ ଅଞ୍ଚଳରେ। ମୃତକ ହେଉଛନ୍ତି ଶ୍ରେୟା ବାରିକ ଓ ସୌମ୍ୟା ବାରିକ। ସେହିପରି ବଡ଼ ମାଆ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ମେଡିକାଲରେ…

କାନ୍ଥ ଭୁଶୁଡ଼ି ଯୁବକଙ୍କ ମୃତ୍ଯୁ

ଭଦ୍ରକ : କାନ୍ଥ ନେଲା ଜୀବନ। ବାସୁଦେବପୁର ବ୍ଳକ୍ ବିନାୟକପୁର ଗାଁରେ କାନ୍ଥ ପଡି ଯୁବକଙ୍କ ମୃତ୍ଯୁ ହୋଇଛି। ମୃତ ଯୁବକ ହେଲେ ସେହି ଗାଁର ଅରବିନ୍ଦ ବେହେରା। ସେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ଘରର ଛପର ଓ କାନ୍ଥ ଭୁଶୁଡ଼ି ପଡିଥିଲା। ଫଳରେ ଦୁଇଜଣ ଏହା ମଧ୍ୟରେ ଚାପି ହୋଇ…