Below header

କାନ୍ଥ ଭୁଶୁଡି ସ୍ୱାମୀ ମୃତ, ସ୍ତ୍ରୀ ଆହତ

କେନ୍ଦୁଝର : ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଉସାହିରେ ଅଘଟଣ। ବିଳମ୍ବିତ ରାତିରେ କାନ୍ଥ ପଡ଼ି ଜଣେ ମୃତ, ଜଣେ ଆହତ । ସ୍ୱାମୀ ଓ ସ୍ତ୍ରୀ ଘରେ ଶୋଇଥିବାବେଳେ କାନ୍ଥ ପଡିଯାଇଥିଲା। ଫଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଆହତ ହୋଇଛନ୍ତି । ମୃତ ସ୍ୱାମୀ ହେଲେ ଭାସ୍କର ଦେହୁରୀ । ଭାସ୍କରଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.