Below header

ଅନୁଗୁଳ ହେଲେଇ ଗାଁରେ ଭୁଶୁଡ଼ି ପଡ଼ିଲା କାନ୍ଥ, ଶିଶୁ ମୃତ ଓ ତିନି ଆହତ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଆଠମଲ୍ଲିକ ବ୍ଲକ ହେଲେଇ ଗାଁରେ କାନ୍ଥ ପଡ଼ି ଶିଶୁର ମୃତ୍ୟୁ । ଗତକାଲି ରାତିରେ ସୁଶୀଲ ହାତୀଙ୍କ ପରିବାରର ୫ ଜଣ ଶୋଇଥିଲେ । କାନ୍ଥ ଭୁଶୁଡ଼ି ପଡ଼ିବାରୁ ତିନି ଜଣ ଆହତ ହୋଇଥିଲେ । ସେମାନଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.