ୱାଙ୍ଖଡେରେ ସମ୍ମାନ ବଞ୍ଚାଇବାକୁ ସଂଘର୍ଷ କରୁଛି ଭାରତ
ୱାଙ୍ଖଡେରେ ସମ୍ମାନ ବଞ୍ଚାଇବାକୁ ସଂଘର୍ଷ କରୁଛି ଭାରତ। ନ୍ୟୁଜିଲାଣ୍ଡଠାରୁ ଦୁଇଟି ଟେଷ୍ଟ ହାରିଥିବା ଭାରତ ତୃତୀୟ ଟେଷ୍ଟ ଜିତିବାକୁ ମୈଦାକୁ ଓହ୍ଲାଇ ସାରିଛି । ପ୍ରଥମ ଇନିଂସରେ ଦେଖିବାକୁ ମିଲିଥିବା ଭାରତୀୟ ସ୍ପିନରଙ୍କ ଯାଦୁ। ୨୩୫ରନରେ ସରିଛି ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ।…