Browsing Tag

water irrigation

ଜଳ ଅଭାବ ସମସ୍ୟାର ହେବ ସମାଧାନ, ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ ୨୦୨୪ ସୁଦ୍ଧା କାର୍ଯ୍ୟକାରୀ ହେବ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ୨୦୨୪ ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକରେ ଏହି ତଥ୍ୟ ରଖିଛିି, ଜଳସଂପଦ ବିଭାଗ। ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ…

ଶୁଭାରମ୍ଭ ହୋଇଛି ପାର୍ବତୀ ଗିରି ବୃହତ୍‌ ଉଠା ଜଳ ସେଚନ ଯୋଜନା

ଭୁବନେଶ୍ବର(କେନ୍ଯୁଜ୍) :ଚାଷୀର ଦୁଃଖ ଘୁଞ୍ଚିବ । ଉଚ୍ଚ ସ୍ଥାନରେ ଥିବା ଚାଷ ଜମିରେ ପାଣି ମାଡ଼ିବ । ହସିବ ସୁନାର ଫସଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀଗିରି ବୃହତ ଉଠା ଜଳସେଚନ ଯୋଜନାରେ ୪୧ଟି ପ୍ରକଳ୍ପର ଆଜି ଉଦଘାଟନ କରିଛନ୍ତି । ଏହାଦ୍ୱାରା ୫୦ ହଜାର ହେକ୍ଟର ଚାଷ ଜମି…