Below header
Browsing Tag

water tank collapsed

ରାଉରକେଲା : ଭୁଶୁଡିଲା ୭୦ ଫୁଟ ଉଚ୍ଚର ପାଣି ଟାଙ୍କି

ରାଉରକେଲା : ଭୁଶୁଡ଼ିଲା ପାଣି ଟାଙ୍କି । ମାଟିରେ ମିଶିଗଲା ୭୦ ଫୁଟ ଉଚ୍ଚର ପାଣି ଟାଙ୍କି । ରାଉରକେଲାର ସିଭିଲ ଟାଉନସିପ୍‌ରେ ଥିବା ଆଜି ଜନସ୍ୱାସ୍ଥ୍ୟ ବିଭାଗର ଏହି ପାଣି ଟାଙ୍କି ଆଜି ଭୁଶୁଡ଼ି ପଡ଼ିଛି । ଫଳରେ ଟାଙ୍କି ତଳେ ଥିବା ୱେସ୍କୋ ଅଫିସ୍‌ କ୍ଷତିଗ୍ରସ୍ତ ହୋଇଛି । ୱେସ୍କୋ ଅଫିସ ତଳେ…