Below header

ରାଉରକେଲା : ଭୁଶୁଡିଲା ୭୦ ଫୁଟ ଉଚ୍ଚର ପାଣି ଟାଙ୍କି

ରାଉରକେଲା : ଭୁଶୁଡ଼ିଲା ପାଣି ଟାଙ୍କି । ମାଟିରେ ମିଶିଗଲା ୭୦ ଫୁଟ ଉଚ୍ଚର ପାଣି ଟାଙ୍କି । ରାଉରକେଲାର ସିଭିଲ ଟାଉନସିପ୍‌ରେ ଥିବା ଆଜି ଜନସ୍ୱାସ୍ଥ୍ୟ ବିଭାଗର ଏହି ପାଣି ଟାଙ୍କି ଆଜି ଭୁଶୁଡ଼ି ପଡ଼ିଛି । ଫଳରେ ଟାଙ୍କି ତଳେ ଥିବା ୱେସ୍କୋ ଅଫିସ୍‌ କ୍ଷତିଗ୍ରସ୍ତ ହୋଇଛି । ୱେସ୍କୋ ଅଫିସ ତଳେ ଥିବା ବାଇକ ଓ ସାଇକେଲ ଭାଙ୍ଗି ଚୁରମାର ହୋଇଯାଇଛି । ଘଟଣା ସ୍ଥଳରେ ବିଭାଗୀୟ ଅଧିକାରୀମାନେ ପହଞ୍ଚିଛନ୍ତି । ଘଟଣାର ଅନୁଧ୍ୟାନ ଚାଲିଥିବା ବେଳେ କେମିତି ଭୁଶୁଡ଼ିଲା ତାହା ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.