Browsing Tag

wedding tradition

ଏମିତି ଏକ ବିବାହ, ଯେଉଁଠି କନ୍ୟା ଏତେ ମେକଅପ କରିଥାଏ କି ବର ଚେହେରା ଛୁଇଁ ଚିହ୍ନଟ କରେ କନ୍ୟାକୁ

ବିବାହ ଏକ ପବିତ୍ର ବନ୍ଧନ, ଯେଉଁଥିରେ ଦୁଇଜଣ ଲୋକ ଗୋଟିଏ ସମ୍ପର୍କରେ ବାନ୍ଧି ହୋଇଯାଆନ୍ତି। ବିବାହକୁ ନେଇ ଅନେକ ସ୍ଥାନରେ ଅନେକ ନୀତିନିୟମ ସବୁ ପ୍ରଚଳିତ ରହିଛି। ତେବେ କିଛି ପରମ୍ପରା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବଲଗେରିଆରେ ଏମିତି ହିଁ ଏକ ଅଦ୍ଭୁତ ପରମ୍ପରା…