Browsing Tag

weird law

ଜର୍ମାନୀରେ ମଝି ରାସ୍ତାରେ ଗାଡିରୁ ତେଲ ସରିଯିବା ଅପରାଧ, ଡ୍ରାଇଭରକୁ ମିଳିଥାଏ ଦଣ୍ଡ ଆଉ ଦେବାକୁ ପଡେ ଜରିମାନା

ଆପଣ ଆଜି ପର୍ଯ୍ୟନ୍ତ କିଛି ଅପରାଧର ସଜା ବା ଦଣ୍ଡ ବାବଦରେ ଶୁଣିଥିବେ ନିଶ୍ଚୟ । କିଛି ଦେଶରେ ଚୋରି କଲେ ହାତ କାଟିଦେବା ଭଳି ଦଣ୍ଡ ମିଳିଥାଏ ତ ଆଉ କିଛି ଦେଶରେ ବଳାତ୍କାର ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯାଏ । ତେବେ ଏହା ବ୍ୟତୀତ ସମଗ୍ର ବିଶ୍ୱରେ ଅନେକ ଅଦ୍ଭୁତ ନିୟମ ଅଛି । ଆମେ…