ଅଷ୍ଟ୍ରିଆରେ ପ୍ରଧାନମନ୍ତ୍ରୀ ମୋଦି, ‘ବନ୍ଦେ ମାତରମ୍’ ଧୁନ୍ରେ ବାଦ୍ୟଯନ୍ତ୍ର ବଜାଇ କରାଗଲା ଗ୍ରାଣ୍ଡ୍ ୱେଲ୍କମ୍
ରୁଷ୍ ଯାତ୍ରା ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଅଷ୍ଟ୍ରିଆରେ ପହଞ୍ଚିଛନ୍ତି । ଅଷ୍ଟ୍ରିଆରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଥମେ ବିମାନବନ୍ଦରରେ ଓହ୍ଲାଇବା ପରେ ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହମର ପିଏମ୍ ମୋଦିଙ୍କୁ ଆଲିଙ୍ଗନ କରିଥିଲେ । ଏହାପରେ ତାଙ୍କ…