Browsing Tag

wild pig

ଭଞ୍ଜନଗର : ଘରେ ପଶିଗଲେ ଜଙ୍ଗଲୀ ବାର୍‌ହା, ଗାଁରେ ପଡ଼ିଲା ଭାଳେଣି

ଭଞ୍ଜନଗର (କେ ନ୍ୟୁଜ୍‌) : ବଣରୁ ବାଟବଣା ହୋଇଗଲେ । ପ୍ରଥମେ ଗାଁ ଓ ପରେ ଜଣେ ବ୍ଯକ୍ତିଙ୍କ ଘର ଭିତରେ ପଶିଲେ ୩ଟି ବଣୁଆ ବାରହା । ଘଟଣା ଘଟିଛି ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଫରେଷ୍ଟ ସେକସନ୍‌ରେ । ଏଠାକାର କେ. ନୂଆଁଗଡ ଗାଁରେ ଦେଖିବାକୁ ମିଳିଥିଲେ ଏହି ଜଙ୍ଗଲୀ ବାରହା ।…