Browsing Tag

women saree stucked

ମେଟ୍ରୋରେ ଫସିଲା ଶାଢୀ, ଟ୍ରେନ୍ ସହ ଘୋଷାଡ଼ି ହୋଇଗଲେ ମହିଳା

ଓହ୍ଲାଉଥିବା ସମୟରେ ଟ୍ରେନରେ ଲାଗିଗଲା ଶାଢୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ମୋଟ୍ରୋରେ । ଜଣେ ମହିଳାଙ୍କ ଶାଢ଼ି କବାଟରେ ଲାଗିଯିବାରୁ ସେ ପ୍ଲାଟଫର୍ମରେ କିଛି ଦୂର ଘୋଷାଡ଼ି ହୋଇ ଆହତ ହୋଇଛନ୍ତି। ସୂଚନା ମୂତାବକ,୪୦ ବର୍ଷୀୟ ଗୀତା ନିଜ ଝିଅ ସହ ନାୱାଦ ଠାରୁ ମୋତି ନଗର…