Browsing Tag

workshop by kiss kiit

କିଟ୍‌ ଓ କିସ୍‌ ପକ୍ଷରୁ କଲରାବାଙ୍କରେ ଦକ୍ଷତାଭିତ୍ତିକ କର୍ମନିଯୁକ୍ତି ପାଇଁ କାଉନସେଲିଂ କ୍ୟାମ୍ପ୍

କଟକ : ଆଦର୍ଶ ଗ୍ରାମ କଲରାବାଙ୍କରେ କିଟ୍‌ ଓ କିସ୍‌ ପକ୍ଷରୁ ଦକ୍ଷତାଭିତ୍ତିକ କର୍ମନିଯୁକ୍ତି ପାଇଁ କାଉନସେଲିଂ କ୍ୟାମ୍ପ ଅନୁଷ୍ଠିତ ହୋଇଛି । ଏଥିରେ କିଟ୍‌ ଓ କିସ୍‌ର ମହାନିର୍ଦ୍ଦେଶକ ଏନ୍‌.ପି ଦାସ, ପ୍ଲାନିଂ ସ୍କିଲ ନିର୍ଦ୍ଦେଶକ ମିହିର ରଞ୍ଜନ ନାୟକ, କିସ୍‌ର ସ୍କିଲ ନିର୍ଦ୍ଦେଶକ…