Below header
Browsing Tag

world forest day

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶ୍ୱବନ ଦିବସ କାର୍ଯ୍ୟକ୍ରମ: ରାଜ୍ୟରେ ବଢିଛି ରେକର୍ଡଭୁକ୍ତ ବୃକ୍ଷ ଓ ଜଙ୍ଗଲ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶ୍ୱବନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ବନ ଦିବସର ବିଷୟ ବସ୍ତୁ ଜଙ୍ଗଲ ଏବଂ ସ୍ଥାୟୀ ଉତ୍ପାଦନ ଓ ବ୍ୟବହାର । ରାଜ୍ୟରେ ରେକର୍ଡଭୁକ୍ତ ବୃକ୍ଷ ଓ ଜଙ୍ଗଲ ଆଚ୍ଛାଦିତ ଅଂଚଳ ୫୭ ହଜାର ୧୬୦ କିଲୋମିଟର । ଯାହାକି ସାରା ରାଜ୍ୟର ମୋଟ…

ଆଜି ବିଶ୍ୱ ଜଙ୍ଗଲ ଦିବସ, ଆସନ୍ତୁ ଜାଣିବା ଏପରି ଏକ ମଣିଷଙ୍କ ବିଷୟରେ ଯିଏ ବୈତରଣୀ ନଦୀ କୂଳରେ ୧୦ ଏକରରୁ ଅଧିକ ଜାଗାରେ…

ଆଜି ବିଶ୍ୱ ଜଙ୍ଗଲ ଦିବସ । ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା । ଏହି କଥାକୁ ଘରେ ଘରେ ପହଞ୍ଚାଇବାକୁ ପାଳିତ ହେଉଛି ବିଶ୍ୱ ଜଙ୍ଗଲ ଦିବସ । ଆଜି ଆସନ୍ତୁ ଏପରି ଏକ ମଣିଷଙ୍କ ବିଷୟରେ ଜାଣିବା, ଯିଏ ଅଧିକ ପାଠ ପଢ଼ି ନାହାନ୍ତି କିନ୍ତୁ ଜାଣିଛନ୍ତି ଗଛର ମହତ୍ୱ । ୪୦ ବର୍ଷ ହେଲା ଗଛ ଲଗାଇ ଚାଲିଛନ୍ତି…