Browsing Tag

world olympics day

ଆଜି ବିଶ୍ୱ ଅଲିମ୍ପିକ୍ସ ଦିବସ, ଜାଣନ୍ତୁ ଏହାକୁ ପାଳନ କରିବା ପଛରେ କଣ ରହିଛି ଇତିହାସ

ଆଜି ବିଶ୍ୱ ଅଲମ୍ପିକ୍ସ ଦିବସ ।  ପ୍ରତିବର୍ଷ ଜୁନ ମାସ ୨୩ ତାରିଖକୁ "ବିଶ୍ୱ ଅଲିମ୍ପିକ୍ସ ଦିବସ" ଭାବେ ପାଳନ କରାଯାଇଥାଏ ।  ପୃଥିବୀର ଖେଳାଳି ମାନଙ୍କୁ ଏକାଠି କରି ଗୋଟିଏ ମଂଚ ଉପରେ ଖେଳର ଆୟୋଜନ କରାଯାଇଥାଏ ।  ପ୍ରତି ଚାରି ବର୍ଷରେ ଥରେ ଆୟୋଜିତ ହୋଇଥାଏ ଏହି ବିଶ୍ୱସ୍ତରୀୟ ଖେଳ । …