Browsing Tag

world peace day

ଆଜି ବିଶ୍ୱ ଶାନ୍ତି ଦିବସ, ଜାଣନ୍ତୁ ଧଳା ପାରାକୁ ହିଁ କାହିଁକି ଶାନ୍ତିର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି

ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ ତାରିଖ ଅର୍ଥାତ ଆଜିର ଦିନକୁ "ବିଶ୍ୱ ଶାନ୍ତି ଦିବସ" ଭାବରେ ପାଳନ କରାଯାଏ । ଏହି ଦିବସ ଜାତିସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଥିବା ବେଳେ ୧୯୮୧ ମସିହା ଠାରୁ ପ୍ରତିବର୍ଷ  ଏହାକୁ  ପାଳନ କରା ଯାଇଆସୁଛି । ଗୋଟିଏ ଦିନ ବା "୨୪ ଘଣ୍ଟା ଅହିଂସା ନୀତି" ପାଳନ…