Browsing Tag

World Skill Kazan

୪୫ ତମ World Skill Kazan Competition, ଅଂଶଗ୍ରହଣ କରିଛନ୍ତି ୬୦ଟି ଦେଶର ପ୍ରତିଯୋଗୀ

ରୁଷ: ରୁଷର କଜାନ ସହରରେ ଆରମ୍ଭ ହୋଇଛି ୪୫ ତମ World Skill Competition । ଏଥିରେ ୬୦ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଭାରତର ପ୍ରତିନିଧିତ୍ୱ କରୁଥିବା ୪୮ ଜଣିଆ ଟିମ୍‌ରେ ଓଡ଼ିଶାର ୩ ପ୍ରତିଯୋଗୀ ଅବିନାଶ ସ୍ୱାଇଁ, ଜେନୋଫୋନ୍‌ ଦାସ ଓ ଏସ୍‌. ଏ. ନାରାୟଣ ଅଛନ୍ତି । ୫୬ଟି ଦକ୍ଷତା…