ମହିଳାଙ୍କ ଗଳାରେ ହେଉଥିଲା ଯନ୍ତ୍ରଣା, ଟନ୍ସିଲରୁ ଯାହା ବାହାରିଲା ତାକୁ ଦେଖି ଚମକି ପଡ଼ିଲେ ଡାକ୍ତର
ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଏହାକୁ ଖାଇବାପରେ ଯଦି ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିହୁଏ ତାହେଲେ ଆପଣ କଣ କରିବେ ? ଜାପାନର ଜଣେ ମହିଳାଙ୍କ ସହ ଘଟିଛି ଏଭଳି ଏକ ଘଟଣା । ୨୫ ବର୍ଷ ବୟସ୍କା ମହିଳା ଯେତେବେଳେ ନିଜର ପ୍ରିୟ ମାଛ ଖାଇଲେ ସେତେବେଳେ ତାଙ୍କ ସହିତ କ’ଣ ଘଟିବ…