Below header
Browsing Tag

wrong root

ସାବଧାନ ! ରଙ୍ଗ ରୁଟରେ ଗାଡି ଚଲାଇଲେ କୋର୍ଟକୁ ଯିବ ଗାଡ଼ି

ଭୁବନେଶ୍ବର(କେନ୍ୟୁଜ୍):ରଙ୍ଗ ରୁଟରେ ଗାଡି ଚଲାଇଲେ କୋର୍ଟ କୁ ଯିବ ଗାଡି। ଆଜି ରାଜଧାନୀର ବିଭିନ୍ନ ଛକ ବଜାରରେ ଚେକିଂ ଜୋରଦାର କରିଛି ଟ୍ରାଫିକ ଥାନା ପୋଲିସ। ଟ୍ରାଫିକ ଥାନା-୧ ଓ ଟ୍ରାଫିକ ଥାନା-୨ର ଆଜି ହୋଇଥିଲା ଜୋରଦାର ଚେକିଂ। ୧୦୨ରୁ ଅଧିକ ଗାଡି ଜବତ କରିଛି ଟ୍ରାଫିକ ପୋଲିସ।…