ସାବଧାନ ! ରଙ୍ଗ ରୁଟରେ ଗାଡି ଚଲାଇଲେ କୋର୍ଟକୁ ଯିବ ଗାଡ଼ି

ଆଜି ରାଜଧାନୀର ବିଭିନ୍ନ ଛକ ବଜାରରେ ଚେକିଂ ଜୋରଦାର କରିଛି ଟ୍ରାଫିକ ଥାନା ପୋଲିସ। ଟ୍ରାଫିକ ଥାନା-୧ ଓ ଟ୍ରାଫିକ ଥାନା-୨ର ଆଜି ହୋଇଥିଲା ଜୋରଦାର ଚେକିଂ।୧୦୨ରୁ ଅଧିକ ଗାଡି ଜବତ କରିଛି ଟ୍ରାଫିକ ପୋଲିସ।

ଭୁବନେଶ୍ବର(କେନ୍ୟୁଜ୍):ରଙ୍ଗ ରୁଟରେ ଗାଡି ଚଲାଇଲେ କୋର୍ଟ କୁ ଯିବ ଗାଡି। ଆଜି ରାଜଧାନୀର ବିଭିନ୍ନ ଛକ ବଜାରରେ ଚେକିଂ ଜୋରଦାର କରିଛି ଟ୍ରାଫିକ ଥାନା ପୋଲିସ। ଟ୍ରାଫିକ ଥାନା-୧ ଓ ଟ୍ରାଫିକ ଥାନା-୨ର ଆଜି ହୋଇଥିଲା ଜୋରଦାର ଚେକିଂ।

୧୦୨ରୁ ଅଧିକ ଗାଡି ଜବତ କରିଛି ଟ୍ରାଫିକ ପୋଲିସ। ପରବର୍ତ୍ତୀ ସମୟରେ କୋର୍ଟରୁ ରିଲିଜ ଅର୍ଡର ଆଣିଲେ ଗାଡି ଚାଳକ ଟ୍ରାଫିକ ଥାନାରୁ ଗାଡି ନେବେ ବୋଲି ସୂଚନା ଦେଇଛନ୍ତି ଟ୍ରାଫିକ ଥାନା ଏସିପି ଜୟନ୍ତ କୁମାର ଦାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.